BSF salutes the Supreme Sacrifice of CT/GD Prakash Chandra Shial of 94 Bn

0
494
ବାହାନଗା ବ୍ଲକ,ଗୋପାଳପୁର ଅଞ୍ଚଳର ଜୱାନ ପ୍ରକାଶ ଚନ୍ଦ୍ର ଶିଅଳ ଛତିଶଗଡ଼ରେ ଦେଶ ମାତୃକାର ସେବା କରୁଥିବା ସମୟରେ ଚରମ ବଳିଦାନ ଦେଇ ଶହୀଦ

By Our Correspondent

BHUBANESWAR:  ବାହାନଗା ବ୍ଲକ,ଗୋପାଳପୁର ଅଞ୍ଚଳର ଜୱାନ ପ୍ରକାଶ ଚନ୍ଦ୍ର ଶିଅଳ ଛତିଶଗଡ଼ରେ ଦେଶ ମାତୃକାର ସେବା କରୁଥିବା ସମୟରେ ଚରମ ବଳିଦାନ ଦେଇ ଶହୀଦ.

‘Director General & all ranks of Border Security Force salute the supreme sacrifice of CT/GD Prakash Chandra Shial of 94 Bn who succumbed to injuries on 7th Nov 2023 after he was injured during an IED blast in Chhattisgarh while performing Election Duties. Prahari Parivar stands by his family in this trying time,’ BSF said in an X post.

‘ଛତିଶଗଡ଼ଠାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳଙ୍କ ଶହୀଦ ଖବର ବିଷୟରେ ଜାଣି ମୁଁ ଦୁଃଖିତ। ଦେଶ ସେବା ପାଇଁ ତାଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।, Chief Minister Naveen Patnaik said in an X post.

 ‘ଛତିଶଗଡ଼ରେ ନିର୍ବାଚନ ବେଳେ ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ବିଏସଏଫ ଯବାନ ଶ୍ରୀ ପ୍ରକାଶ ଚନ୍ଦ୍ର ଶିଅଳଙ୍କ ପ୍ରାଣହାନି ହେବା ଜାଣି ଦୁଃଖିତ। ଦେଶସେବାରେ ନିଜ ଜୀବନକୁ ବଳିଦାନ ଦେଇଥିବା ଯବାନ ଜଣଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଅମର ଆତ୍ମାଙ୍କୁ ମୋକ୍ଷ ପ୍ରଦାନ କରନ୍ତୁ। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ଓଁ ଶାନ୍ତି, senior Congress leader Niranjan Patnaik said.

LEAVE A REPLY

Please enter your comment!
Please enter your name here