BJP takes to Street over deteriorating Law and Order Situation in Odisha

0
349

By Our Correspondent

BHUBANESWAR:  ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା ସୃଷ୍ଟି ହେଉଛି ଏବଂ ବରିଷ୍ଠ ମନ୍ତ୍ରୀଙ୍କୁ ହତ୍ୟା କରୁଛି ପୋଲିସ ।

ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ ଅଛନ୍ତି । ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୁବନେଶ୍ବର ଖଣ୍ଡଗିରୀଠାରେ ଗଣ ବିକ୍ଷୋଭ କରାଯାଇଛି ।

ଓଡ଼ିଶାରେ ଏତେବଡ ଘଟଣା ଘଟିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ଥାଣୁ ପାଲଟିଯାଇଛନ୍ତି । ସାଡେ ଚାରି କୋଟି ଓଡିଶାବାସୀଙ୍କ ଆସ୍ଥା ମୁଖ୍ୟମନ୍ତ୍ରୀଙ୍କ ଉପରୁ ତୁଟିଯାଇଛି।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୃତ୍ୟୁର ତଦନ୍ତ ବାଟବଣା ପ୍ରତିବାଦରେ ଆସନ୍ତା ୧୪, ୧୫, ୧୬ରେ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛି ବିଜେପି ।

LEAVE A REPLY

Please enter your comment!
Please enter your name here