BJP Slams Naveen Patnaik over Minister Dibya Shankar Mishra’s Secrete Air Travelling

0
673

By Our Correspondent

BHUBANESWAR:ରାଜ୍ୟରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ଶାସକ ବିଜେଡି ଦ୍ୱାରା ବାଟମାରଣା କରାଯାଇଥିବା କାରଣରୁ ଆଇନଶୃଙ୍ଖଳା ପରିସ୍ଥିତ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ରସାତଳଗାମୀ । ଆଇନ ଆଗରେ ଛିଡା ହୋଇ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନରୁ ବଂଚିତ କରାଯାଉଛି ।, said BJP leader Lekhashree Samantsinghar.

ଅକ୍ଟୋବର ୮ ତାରିଖ ଦିନ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ପରବର୍ତୀ ସମୟରେ ଅଭିଯୁକ୍ତ ତଥା ନିଜ ମନ୍ତ୍ରୀମଣ୍ଡଳର ସହଯୋଗୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗତିବିଧି ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଥିଲେ ନା ନାହିଁ ? ଯଦି ନଥିଲା, ତାହେଲେ ଗୋଇନ୍ଦା ଓ ଗୃହ ବିଭାଗ ଫେଲ ହୋଇନାହିଁ କି?, she asked.

ଯଦି ଜାଣିଥିଲେ, ତାହେଲେ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତଙ୍କ ସହ ମଂଚରେ ନିଜ ପାଖରେ ବସିବାକୁ ଅନୁମତି ଦେଲେ କେମିତି? ଗୃହ ରାଷ୍ଟ୍ରମନ୍ତ୍ରୀ ରାଜ୍ୟ ବାହାରକୁ ଯିବା ପାଇଁ ଅନୁମତି ନେଇଥିଲେ ନା ନାହିଁ ? ମୁଖ୍ୟମନ୍ତ୍ରୀ ନିଜ ନିରବତା ଭଙ୍ଗ କରି ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।, the BJP leader added.

LEAVE A REPLY

Please enter your comment!
Please enter your name here