BJP Slams IAS-IPS Officers’ Political Interactions with Odisha CM for BJD’s Electoral Victory

0
762

By Our Correspondent

BHUBANESWAR: ଗତକାଲି ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି ଭାବରେ ଭେଟି ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ, ଏହା ଓଡ଼ିଶାର ଗଣତନ୍ତ୍ରକୁ ଉପହାସ କଲା ଭଳି ମନେ ହେଉଛି । ଆମେ ଏହାକୁ କଡ଼ା ଶବ୍ଦରେ ନିନ୍ଦା କରୁଛୁ, said BJP leader Prithwiraj Harichandan.

ଆପଣମାନେ ଏଭଳି ଗଣତନ୍ତ୍ର ବିରୋଧୀ କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍ । ପ୍ରଶାସନିକ ବିଧିବ୍ୟବସ୍ଥାକୁ ଯଦି ପାଦରେ ଦଳିଚକଟି ଦେବେ ତା’ ହେଲେ ନୂଆପିଢ଼ି କ’ଣ ଶିକ୍ଷାଲାଭ କରିବ?  ଯଦି ଏଭଳି କାର୍ଯ୍ୟରୁ ଆପଣମାନେ ନିବୃତ୍ତ ନ ରହିବେ ତା ହେଲେ ଓଡ଼ିଶାର ଜନସାଧାରଣ ଏହାର ଉଚିତ୍ ଜବାବ ଦେବେ, BJP State general secretary Harichandan said.

ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ରାଜ୍ୟରେ ଜନସେବା ପାଇଁ ଅଛନ୍ତି ନା ବିଜେଡ଼ିର ସେବା ପାଇଁ ? ଏହି ସବୁ ଘଟଣାରୁ ଲାଗୁଛି ପ୍ରଶାସନିକ ଅଧିକାରୀ ଓ ବିଜେଡ଼ି ମଧ୍ୟରେ ମଧୂଚନ୍ଦ୍ରିକା ରହିଛି । ଯେଉଁ ସନ୍ଦେହ ଆମେ ଦୀର୍ଘ ଦିନରୁ କହି ଆସୁଥିଲୁ, ଆଜି ତାହା ସତରେ ପରିଣତ ହୋଇଛି, the BJP leader said.

Earlier on Sunday, Senior IAS, IPS officers and members of a number of Service Associations had met Chief Minister Naveen Patnaik and congratulated him for the spectacular success at the recently held Panchayat and Urban Local Body elections.

Chief Secretary Suresh Mohapatra, Development Commissioner PK Jena, DG of Police Sunil Kumar Bansal, Director Intelligence Lalit Das, ADG  Law and Order RK Sharma, Police Commissioner Soumendra Priyadarshi also met CM Patnaik. Secretary to CM (5T) V K Pandian was present during the meeting.

Among various associations which wished the Chief Minister are OAS Association, Odisha Finance Service Odisha Police Service Association, Odisha Secretariat Service, Revenue Service, Constables and Habildar Association, Heads of Departments, Medical Service Association, Amala Sangha, veterinary service, Panchayat Executive Officers Association, Gram Rozgar Sevak Sangha, Drivers Association and Contractual Employees Association.

LEAVE A REPLY

Please enter your comment!
Please enter your name here