By Our Correspondent
BHUBANESWAR: ରାଜ୍ୟ ନିର୍ବାଚନ କମିଶନ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କିଛି ଗଳାବାଟ ପାଇଁ ନୂଆ ସଂସ୍କାର ଆଣିଛନ୍ତି । ଯାହାକୁ ମନ୍ଦ ଉଦ୍ଦେଶ୍ୟ ରଖି ନିର୍ବାଚନ କମିଶନ ଲୁଚାଛପାରେ ନିର୍ବାଚନ ପରିଚାଳନନା ଦାୟୀତ୍ୱରେ ଥିବା ବିଡିଓ ଓ ଜିଲ୍ଲାପାଳଙ୍କୁ ସର୍କୁଲାର ପଠାଇଛନ୍ତି, said BJP State President Samir Mohanty.
ସମସ୍ତ ରାଜନୈତିକ ଦଳର ଆଡୁଆଳରେ ଏବଂ ରାଜ୍ୟବାସୀଙ୍କ ଅଗୋଚରରେ ଉଦ୍ଦେଶ୍ୟମୁଳକ ଭାବେ ଗଳାବାଟ ତିଆରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।ନିର୍ବାଚନ ସମୟରେ ଏବଂ ଷ୍ଟ୍ରଙ୍ଗରୁମରେ ହେବାକୁ ଥିବା ହହେରାଫେରୀକୁ ଆଇନଗତ ସିଦ୍ଧ କରିବା ପାଇଁ ଅପଚେଷ୍ଟା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ, Mohanty said.
ଯଦି, ଭୋଟ ବାକ୍ସରେ ବାହାରିଥିବା ବାଲାଟ୍ ପେପର ହିଁ ସିଦ୍ଧ, ତାହେଲେ ମତଦାନ ସମାପ୍ତ ହେବା ପରେ ପ୍ରିଜାଇଡିଂ ଅଫିସର ଦ୍ୱାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ (ଫର୍ମ-୧୧) କେବଳ ଏକ ପ୍ରହସନ ଥିଲା କି ? ଏହାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ସ୍ପଷ୍ଟ କରନ୍ତୁ ନିର୍ବାଚନ କମିଶନ, Mohanty asked.