Bharatpur PS Case No- 94, Accused booked under POCSO act

0
370

By Biswanath Dash

BHUBANESWAR: Bharatpur PS Case No- 94, Dt.13.03.2022, U/S- 363 IPC turned to 363/376 (2) (n)/ 376 (3)/366 IPC R/W Sec-6 POCSO Act. PO:     PS- Bharatpur, Bhubaneswar UPD.

Gist of the FIR:

ଅଭିଯୋଗକାରୀଙ୍କ ଅଭିଯୋଗ ଭିତ୍ତିରେ ଭରତପୁର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୧୧.୦୩.୨୦୨୩ ରିଖ ରାତିରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ନାବାଳିକା କନ୍ୟାଙ୍କୁ ଘରୁ ବଳପୂର୍ବକ ଅପହରଣ କରିନେଇ ସାଲିଆ ସାହିରେ ରଖିବା ସହିତ ତାଙ୍କ ଇଚ୍ଛାବିରୁଦ୍ଧରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏହି ଘଟଣାର ଅଭିଯୋଗ ପରେ ଭରତପୁର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରି ତାଙ୍କ ହେପାଜତରୁ ସମ୍ପୃକ୍ତ ପିଡ଼ିତାଙ୍କୁ ଉଦ୍ଧାର କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:

1.         Biku @Sagar Digal (25), S/O- Kamraj Digal, Vill- Rasimendi, PO- Phulbani, PS- Sadar, Phulbani, Dist- Kandhamal, At/Pr- Pandakudia, PS- Bharatpur, Bhubaneswar UPD.

LEAVE A REPLY

Please enter your comment!
Please enter your name here