Bharatpur PS Case No:- 599, three accused arrested

0
141

By Our Correspondent

BHUBANESWAR:    Bharatpur PS Case No:- 599 Dated- 06/09/2024, U/S- 296/308(5)/351(3)/3(5) BNS. PO: Near Jayadeb Vatika Chowk, PS- Bharatpur, BBSR UPD.

Gist of the FIR:

ଭରତପୁର ଥାନା ପୁଲିସ ଅଭିଯୋଗକାରୀ ପିକୁ ସାହୁଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୦୬.୦୯.୨୦୨୪ ରିଖ ଅପରାହ୍ନ ସମୟରେ ଅଭିଯୋଗକାରୀ ନିଜ ବସଟିକୁ ଜୟଦେବ ଭାଟିକା ଅଞ୍ଚଳରେ ପାର୍କ କରିଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତମାନେ ତାଙ୍କୁ ୨୦୦ ଟଙ୍କା ଦାଦାବଟି ମାଗିଥିଲେ। ଅଭିଯୋଗକାରୀ ଦେବାକୁ ମନାକରିବାରୁ ଅଭିଯୁକ୍ତମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ହତ୍ୟାର ଧମକ ଦେଇଥିଲେ। ଏନେଇ ଅଭିଯୋଗକାରିଙ୍କ ଅଭିଯୋଗ ଆଧାରରେ ଭରତପୁର ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ ଜୟଦେବ ଭାଟିକା ଛକ ନିକଟରୁ ଗିରଫ କରିଥିବା ବେଳେ, ସେମାନଙ୍କ ନିକଟରୁ ୧୦ଟି ଗୋଲାପି ରଙ୍ଗର ଟିକେଟ ଏବଂ ୨,୪୦୦ ଟଙ୍କା ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜର ଅପରାଧ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

  1. Swopnil Mangaraj @Rami (27), S/o- Sanyasi Mangaraj of Bharatpur near Ayurvedic road Riyansu Janasevakendra, Ps- Bharatpur, Dist- Khordha.
  2. Jitu Nayak (19), S/o- Basanta Nayak of Nayapalli Gadasahi, PS- Nayapali, Dist-Khordha, At/pre- Baramunda near Siba Mandir, PS- Khandagiri, Dist- Khordha .
  3. Hrishikesh Jena @Sonu (20), Shyam Jena, At- Plot no- DE/177, Baramunda HB Colony, PS-Bharatpur, Dist- Khordha.

Article Seized:

  1. Cash of 2,400/-
  2. 10 Nos of Pink Colour Ticket.

 

LEAVE A REPLY

Please enter your comment!
Please enter your name here