Bharatpur PS Case No-554, accused arrested

0
526
Amulya Jena (22), S/O- Pratap Jena of Vill- Maidipur, PS- Baruan, Dist- Jajpur, At/Pr- Sitaram Basti, PS- Bharatpur, Bhubaneswar UPD

By Our Correspondent

BHUBANESWAR:  Bharatpur PS Case No-554, dt.13.12.2023, U/S- 380 IPC.PO:  Plot No-1225, Khandagiribari, PS- Bharatpur, BBSR UPD.

Brief of the Case:

ଭରତପୁର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ପ୍ରଦୀପ ବେହେରାଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଏକ ବେସରକାରୀ ହସ୍ପିଟାଲରେ ଚାକିରି କରୁ ଥିବା ବେଳେ ଖଣ୍ଡଗିରିବାରି ଅନ୍ତର୍ଗତ ପ୍ଳଟ ନମ୍ବର- ୧୨୨୫ ରେ ରୁହନ୍ତି । ଗତକାଲି ସକାଳେ ସେ ଡ୍ୟୁଟିରୁ ଫେରି ଘରେ ଶୋଇଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଏହାର ସୁଯୋଗ ନେଇ ଘରେ ପଶି ତାଙ୍କ ମୋବାଇଲ ଫୋନକୁ ଚୋରୀକରି ନେଇଯାଇଥିଲେ ।

 ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ, ଭରତପୁର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ନାକାଗେଟ ନିକଟରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ତାଙ୍କ ନିକଟରୁ ଏକ ଚୋରା ମୋବାଇଲ ଫୋନ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of the Accused persons:

1.         Amulya Jena (22), S/O- Pratap Jena of Vill- Maidipur, PS- Baruan, Dist- Jajpur, At/Pr- Sitaram Basti, PS- Bharatpur, Bhubaneswar UPD.

Article Seized: One Mobile Phone.

LEAVE A REPLY

Please enter your comment!
Please enter your name here