Bharatpur PS Case No-424, accused Contraband Ganja Trader arrested, 21kg 650grams of Contraband Ganja seized

0
520
Mantu Nayak (23), S/O- Karlas Nayak of Vill- Christian Sahi, PS- Mohana, Dist- Gajapati.

By Biswanath Dash

BHUBANESWAR:   Bharatpur PS Case No-424, dtd.27.09.2023, U/S-20(b) (ii) (C) NDPS ACT.PO: Near under construction of Baramunda Bus-Stand, PS- Bharatpur, BBSR UPD.

Gist of the FIR:

ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଥାନା ଅନ୍ତର୍ଗତ ନିର୍ମାଣାଧୀନ ବରମୁଣ୍ଡା ବସ-ଷ୍ଟାଣ୍ଡ ନିକଟରେ ଅତର୍କିତ ଚଢଉ କରି ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ତାଙ୍କ ନିକଟରୁ ମୋଟ ୨୧କେଜି ୬୫୦ଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲେ ।

ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ, ଏହି ବେଆଇନ ଗଞ୍ଜେଇ କାରବାର ବହୁଦିନ ପୂର୍ବରୁ ନିୟମିତ ଭାବେ କରିଆସୁଥିବା ବେଳେ ସେ ଏହାକୁ ଗଜପତି ଜିଲ୍ଲାରୁ ଆଣି ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା କଥା ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଭରତପୁର ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

“ସେଫସିଟି ଡ୍ରାଇଭ” ଅଧୀନରେ ସହରକୁ ନିଶାମୁକ୍ତ କରିବା ପାଇଁ ଜନସାଧାରଣମାନେ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

Mantu Nayak (23), S/O- Karlas Nayak of Vill- Christian Sahi, PS- Mohana, Dist- Gajapati.

 Article Seized:21kg 650grams of Contraband Ganja.

LEAVE A REPLY

Please enter your comment!
Please enter your name here