Bharatpur PS Case No-355, accused forwarded to Court

0
375
Sagar Nayak (29), S/o- Rabindra Nayak of Vill- Bankatara, PS- Bhanjanagar, Dist- Ganjam, At/pr- Subasnagar, Dumduma, PS- Khandagiri, Bhubaneswar UPD.

By Our Correspondent

BHUBANESWAR: Bharatpur PS Case No-355, dtd.16.08.2023, U/s–379IPC.PO:  At Baramunda Bus Stand, PS- Bharatpur, Bhubaneswar UPD.

Gist of the Case:

ଭରତପୁର ଥାନା ପୁଲିସ ଅଭିଯୋଗକାରୀ ଆନନ୍ଦ ଜେନାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ପେଷାରେ ଜଣେ ଡ୍ରାଇଭର ଏବଂ ସେ ବରମୁଣ୍ଡା ବସ ଷ୍ଟାଣ୍ଡର ଗୋଟିଏ ଘରୋଇ ବସରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଗତ ତା ୧୪.୦୮.୨୦୨୩ ରିଖରେ ସେ ମଧ୍ୟାନ ଭୋଜନ ସାରିବା ପରେ ଉକ୍ତ ବସ ରେ ନିଜର ମୋବାଇଲ ଫୋନ ଟିକୁ ପାଖରେ ରଖିଦେଇ ବିଶ୍ରାମ କରୁଥିଲେ ।

 ନିମ୍ନୋକ୍ତ ଅଭିଯୁକ୍ତ ଜଣକ ସୁଯୋଗ ଦେଖି ଅଭିଯୋଗକାରୀଙ୍କର ମୋବାଇଲ ଫୋନ ଟିକୁ ଚୋରୀ କରି ନେଇଯାଇଥିବା ବେଳେ ଅଭିଯୋଗକାରୀ ଉଠିପଡିଥିଲେ ଏବଂ ଅଭିଯୁକ୍ତର ପିଛା କରିବା ସମୟରେ ସେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ଅଭିଯୋଗକାରୀ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବା ସହ ତାଙ୍କର ହେପାଜତରୁ ଚୋରୀ ମୋବାଇଲ ଫୋନ ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Name and Address of Accused Persons:

Sagar Nayak (29), S/o- Rabindra Nayak of Vill- Bankatara, PS- Bhanjanagar, Dist- Ganjam, At/pr- Subasnagar, Dumduma, PS- Khandagiri, Bhubaneswar UPD.

Seizure:One mobile phone.

LEAVE A REPLY

Please enter your comment!
Please enter your name here