Bharatpur PS Case No- 22, two forwarded to court,2 costly Mobile Phones seized

0
409
Madan Reddy (22), S/O- Parsu Reddy of Plot No.535, Bharatpur-4, Near Amar Jyoti Club, PS- Bharatpur, Bhubaneswar UPD. , Bapina Jena (21), S/O- Dhaneswar Jena of Gopalpur, Gudiapada, PS- ranapur, Dist- Nayagarh, At/Pr- Hanuman Prasad Basti, Near Navy College, PS- Bharatpur, Bhubaneswar UPD.

By Biswanath Dash

BHUBANESWAR: Bharatpur PS Case No- 22, Dtd.13.01.2023, U/s- 392/34 IPC.PO: Kalinganagar Bus Stop, PS- Bharatpur, Bhubaneswar UPD.

Gist of the FIR:

ଗତ ତା ୧୩.୦୧.୨୦୨୩ ରିଖରେ ଅଭିଯୋଗକାରୀ ଶ୍ରୀ ଶଶିକାନ୍ତ ସାହୁଙ୍କ ଅଭିଯୋଗକ୍ରମେ ଭରତପୁର ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ଭରତପୁର ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଘଟଣା ଦିନ ରାତିରେ ଅଭିଯୋଗକାରୀ ଜଣକ ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗନଗର ବସ-ଷ୍ଟାଣ୍ଡ ନିକଟରେ ଛିଡା ହୋଇ ଫୋନରେ କଥା ହେଉଥିଲେ । ଏହି ସମୟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏକ ମୋଟରସାଇକେଲରେ ଆସି ତାଙ୍କ ହାତରୁ ମୋବାଇଲ ଫୋନକୁ ବଳପୂର୍ବକ ଛଡାଇ ନେଇଯାଇଥିଲେ ।

ଘଟଣାର ଅଭିଯୋଗ ପରେ ଭରତପୁର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଛାନଭିନ ସମୟରେ ଉଭୟ ଅଭିଯୁକ୍ତଙ୍କ ନିକଟରୁ ୨ଟି ଦାମୀ ମୋବାଇଲ ଫୋନ ଜବତ କରାଯାଇଥିଲା ।  ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:            

1.                Madan Reddy (22), S/O- Parsu Reddy of Plot No.535, Bharatpur-4, Near Amar Jyoti Club, PS- Bharatpur, Bhubaneswar UPD.

2.                Bapina Jena (21), S/O- Dhaneswar Jena of Gopalpur, Gudiapada, PS- ranapur, Dist- Nayagarh, At/Pr- Hanuman Prasad Basti, Near Navy College, PS- Bharatpur, Bhubaneswar UPD.

Article Seized:

1.                2nos of costly Mobile Phones.

LEAVE A REPLY

Please enter your comment!
Please enter your name here