Bharatpur PS Case No-105, 2 accused arrested

0
336
Pratap Dutta- Banamali Das

By Biswanath Dash

BHUBANESWAR:  Ref:Bharatpur PS Case No-105, Dtd. 08.03.2023, U/S- 454/380 IPC.PO:At Shyampur Mauza, PS- Bharatpur, BBSR UPD.

Gist of the FIR:

ଗତ କାଲି ତା ୦୮.୦୨.୨୦୨୩ ରିଖରେ ଅଭିଯୋଗକାରୀ ହୃଦାନନ୍ଦ ସାହୁଙ୍କ ଅଭିଯୋଗକ୍ରମେ ଭରତପୁର ଥାନାରେ ଏକ ଚୋରୀ ମାମଲା ରୁଜୁ କରାଯାଇଥିଲା । ଭରତପୁର ଥାନା ପୁଲିସ ତଦନ୍ତ କରି ମାମଲାରେ ସମ୍ପୃକ୍ତ ନିମ୍ନୋକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଗତ ତା ୦୮.୦୨.୨୦୨୩ ରିଖରେ ଅଭିଯୁକ୍ତ ବନମାଳୀ ତାଙ୍କର କିଛି ସହଯୋଗୀଙ୍କ ସହିତ ଚୋରୀ କରିବା ଉଦେଶ୍ୟରେ ଶ୍ୟାମପୁର ମଉଜା ରେ ଥିବା ଅଭିଯୋଗକାରୀଙ୍କ ୱାର୍କଶପ ର କାନ୍ଥ ଭଙ୍ଗି ପଶିଥିଲେ । ସେମାନେ ପ୍ରାୟ ୨୫୦,୦୦୦/- ଟଙ୍କା ମୂଲ୍ୟର ଲିଫ୍ଟ ଯନ୍ତ୍ରାଂଶ ଚୋରୀ କରିବା ପରେ ଅଭିଯୁକ୍ତ ବନମାଳୀ ଚୋରୀ ସାମଗ୍ରୀ କୁ ତାଙ୍କର ଅଟୋ ରେ ବୋହି ନେଇଥିଲେ ଏବଂ ଜଣେ ପ୍ରତାପ ଦତ୍ତା ନାମକ ସ୍କ୍ରାପ ଦୋକାନୀ ଙ୍କୁ ଅତି କମ ମୂଲ୍ୟରେ ବିକ୍ରୟ କରିଦେଇଥିଲେ ।  ଅଭିଯୋଗକାରୀ ଏନେଇ ଅବଗତ ହେବା ପରେ ସେ ଅଭିଯୁକ୍ତ ପ୍ରତାପ ଏବଂ ବନମାଳୀ ଙ୍କୁ କାବୁ କରିଥିଲେ ଏବଂ ଭରତପୁର ଥାନାରେ ଜିମ୍ମା ଦେବା ପରେ ବଳକା ଚୋରୀ ସାମଗ୍ରୀ ଜବତ କରିବା ପାଇଁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ।

ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ପଚରା ଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ । ପୁଲିସ ଅଭିଯୁକ୍ତ ପ୍ରତାପଙ୍କ ହେପାଜତରୁ ଚୋରୀ ସାମଗ୍ରୀ  ଜବତ କରିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଚେଷ୍ଠା ଜରି ରହିଛି ।

Name & Address of Accused persons:

1.         Pratap Dutta(41), S/o- Sanshari Dutta of Vill- Shakti Vihar, Saliasahi, PS- Maitri Vihar, At/pr- Plot No- 2537, Lane-6, PS- Bharatpur, Bhubaneswar UPD.

2.         Banamali Das(33), S/o- Soma Das of Vill- Plot No.-1124, Near Jokalandi Pry School, PS- Bharatpur, Bhubaneswar UPD.

Article Seized:

1.         4 nos of C channel cut piece

2.         9 nos of 16mm joint plate

3.         One 5mm joint plate

4.         One L angle brachet and

5.         9 nos of 8mm cut plate

LEAVE A REPLY

Please enter your comment!
Please enter your name here