Balianta PS Case No-346, accused arrested

0
383
Ranjan Bhoi aka Tera aka Tumundia (30)m, S/O- Rabindra Bhoi of Vill- Anthuari, BHoi Sahi, PO- Prataprudrapur, PS- Balianta, Bhubaneswar UPD

By Our Correspondent

BHUBANESWAR:  Balianta PS Case No-346, dtd.12.10.2023, U/S- 392 IPC.PO:  In the house of complainant, Vill- Anthuari, PS- Balianta, BBSR UPD.

Gist of the FIR:

ବାଲିଅନ୍ତା ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଘଟଣା ଦିନ ରାତିରେ ଅଭିଯୋଗକାରିଣୀ ଜଣକ ଘରେ ଏକୁଟିଆ ଥିଲେ । ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଘରେ ପଶି ହଠାତ ତାଙ୍କୁ ଏକ ଶକ୍ତ ଧକା ପକାଇବା ସହିତ ହାତରେ ଧରିଥିବା ମୋବାଇଲ ଫୋନକୁ ଜୋରଜବରଦସ୍ତ ଛଡାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ଅଭିଯୋଗକାରିଣୀ ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ କରିବା ପରେ, ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଲୁଟ ମୋବାଇଲ ଫୋନକୁ ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ୨୦୧୮ ମସିହାରେ ବାଲିଅନ୍ତା ଥାନାରେ ଏକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

Ranjan Bhoi aka Tera aka Tumundia (30)m, S/O- Rabindra Bhoi of Vill- Anthuari, BHoi Sahi, PO- Prataprudrapur, PS- Balianta, Bhubaneswar UPD.

Article Seized:One Mobile Phone

.

LEAVE A REPLY

Please enter your comment!
Please enter your name here