Badagada PS Case No-481, accused arrested

0
390
Chandan Panda (19), S/O- Gopal Krishna Panda of Plot No-241, Raghunath Nagar, Sishupalgarh, PS- Dhauli, Bhubaneswar, At/Pr- Ray No-175, Harijan Basti, Unit-VI, PS- Capital, Bhubaneswar UPD

By Our Correspondent

BHUBANESWAR:  Badagada PS Case No-481, dtd.31.08.2023, U/S-294/323/307/379/506/34/341 IPC.PO:In front of Krishna Institute of Management & Science, PS- Badagada, Bhubaneswar UPD.

Gist of the Case:

ବଡଗଡ ଥାନା ପୁଲିସ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ପୁତୁରା ଭୁବନେଶ୍ବରର ଏକ ଶିକ୍ଷାନୁଷ୍ଠାନରେ +୩ କଳା ବିଭାଗରେ ଅଧ୍ୟୟନ କରନ୍ତି । ଘଟଣା ଦିନ ଉକ୍ତ ଶିକ୍ଷାନୁଷ୍ଠାନରେ କୌଣସି ଏକ ବିଷୟରେ ପରୀକ୍ଷା ଚାଲିଥିବା ସମୟରେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ କପି କରିବା ଲାଗି ଅଭିଯୋଗକାରୀଙ୍କ ପୁତୁରାଙ୍କୁ ତାଙ୍କ ଉତ୍ତର ଖାତା ମାଗିଥିଲେ ।

 ଅଭିଯୋଗକାରୀଙ୍କ ପୁତୁରା ଦେବାକୁ ମନା କରିବାରୁ, ନିମ୍ନୋକ୍ତ ଅଭିଯୁକ୍ତ ତାଙ୍କୁ ପରୀକ୍ଷା ସରିଲା ପରେ ଦେଖିନେବେ ବୋଲି ଧମକ ଦେଇଥିଲେ । ପରୀକ୍ଷା ସାରି ବାହାରକୁ ବାହାରିବା ପରେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ତାଙ୍କର ଦୁଇ ସହଯୋଗୀଙ୍କ ସହ ମିଶି ଏକ ଛୁରି ସାହାଯ୍ଯରେ ଅଭିଯୋଗକାରୀଙ୍କ ପୁତୁରାଙ୍କୁ ବାରମ୍ବାର ମରଣାନ୍ତ ଆକ୍ରମଣ କରିବା ସହିତ ତାଙ୍କ ବେକରୁ ସୁନାଚେନକୁ ଲୁଟି ନେଇଯାଇଥିଲେ ।

 ଏହି ମରଣାନ୍ତକ ଆକ୍ରମଣରେ ଅଭିଯୋଗକାରୀଙ୍କ ପୁତୁରାଙ୍କ ଶରୀରରେ ଅନେକଗୁଡିଏ ଗଭୀରକ୍ଷତ ସବୁ ସୃଷ୍ଟି ହେବା ସହିତ ସେ ଗୁରୁତର ହୋଇପଡିଥିଲେ । ଘଟଣାର ଅଭିଯୋଗ ପରେ ବଡଗଡ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ତଦନ୍ତ ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Person:

1.         Chandan Panda (19), S/O- Gopal Krishna Panda of Plot No-241, Raghunath Nagar, Sishupalgarh, PS- Dhauli, Bhubaneswar, At/Pr- Ray No-175, Harijan Basti, Unit-VI, PS- Capital, Bhubaneswar UPD.

LEAVE A REPLY

Please enter your comment!
Please enter your name here