Airfield PS Case No.-220, accused arrested

0
346

By Our Correspondent

BHUBANESWAR:   Airfield PS Case No.-220, dtd.01.09.2023, U/S-457/380/511/34 IPC.PO:In the house of Complt. BDA Colony, Near Lingaraj Station, PS- Airfield, BBSR UPD.

Gist of the Case:

ଏୟାରଫୀଲ୍ଡ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ଭୋର ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ଅଭିଯୋଗକାରିଣୀଙ୍କ ଘରେ ଚୋରୀ କରିବା ଉଦେଶ୍ୟରେ ପାଚେରି ଚଢି ପଶିଥିଲେ। ଏହି ସମୟରେ ଅଭିଯୋଗକାରିଣୀଙ୍କ ପରିବାର ସଦସ୍ୟ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଦେଖି ଚିତ୍କାର କରିବାରୁ ସେମାନେ ଘଟଣା ସ୍ଥଳରୁ ଖସି ଯିବାକୁ ଚେଷ୍ଠା କରିଥିଲେ ।

ସେହି ସମୟରେ ସ୍ଥାନୀୟ ପଡୋଶୀ ନିମ୍ନୋକ୍ତଙ୍କୁ କାବୁ କରିନେଇଥିବା ସ୍ଥଳେ ସହଯୋଗୀ ଅଭିଯୁକ୍ତ ଘଟଣା ସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଅଭିଯୋଗକାରିଣୀ ସ୍ଥାନୀୟ ପଡୋଶୀଙ୍କ ସହାୟତାରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଏୟାରଫୀଲ୍ଡ ଥାନାରେ ଜିମ୍ମା ଦେଇଥିଲେ । ପୁଲିସ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ପଚରା ଉଚରା ବେଳେ ସେ ନିଜର ଅପରାଧ ସ୍ଵୀକାର କରିଥିଲେ ।     ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Laxman Mallick (45), S/o- Purna Mallick of Vill- Bhagabatipada, PS- Balipatana, Dist- Khurda.

LEAVE A REPLY

Please enter your comment!
Please enter your name here