Airfield PS Case No-208, accused arrested

0
359

By Our Correspondent

BHUBANESWAR:   Airfield PS Case No-208, Dtd.21.08.2023, U/S-341/294/307 IPC.PO: Near Ani House Chhaka, PS- Airfield, BBSR UPD.

Gist of the Case:

ଏୟାରଫୀଲ୍ଡ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ସମ୍ପୃକ୍ତ ଥାନା ଅନ୍ତର୍ଗତ ଆନି ହାଉସ ଛକରେ ଏକ ଓମଫେଡ଼ ଷ୍ଟଲ କରିଛନ୍ତି । ଗତକାଲି ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ଦୋକାନ ନିକଟକୁ ଆସି ବିନାକାରଣରେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଏକ ଛୁରୀ ଏବଂ ଦୁଇଟି ରୋଷେଇ ସରଞ୍ଜାମ ସାହାଯ୍ୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

 ଅହି ଆକ୍ରମଣରେ ଅଭିଯୋଗକାରୀ ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କପାଟି ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିବା ସହିତ ତାଙ୍କୁ ନିମ୍ନୋକ୍ତ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିଥିଲେ । ଘଟଣାର ଅଭିଯୋଗ ପରେ ଏୟାରଫୀଲ୍ଡ ଥାନା ପୁଲିସ ମାମାଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ । ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଏୟାରଫୀଲ୍ଡ ଥାନାରେ ଗୋଟିଏ ମାମଲା ରହିଥିବା ବେଳେ ଶ୍ରୀ ଲିଙ୍ଗରାଜ ଥାନାରେ ୩ଗୋଟି ଅପରାଧିକ ମାମଲା ରହିଛି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Kamal Lochan Malia aka Kamala Kanta Malia @Babu (33), S/O- Late Kali Charan Malia of Vill- Kapileswar tala Sahi, PS- Shree Lingaraj, Bhubanewar UPD.

LEAVE A REPLY

Please enter your comment!
Please enter your name here