Airfield PS Case No- 147, 3 accused arrested

0
553
Jajati Prasad Badajena (33), S/o- Chittaranjan Badajena, At- Orakala PS-Airfield BBSR Dist-Khurda, Byomakesh Mallik @ Biki (25), S/o- Madhusudan Mallik At- Mundala PS- Airfield BBSR Dist- Khurda, Ratiprakash Sahoo(38) S/o- Udayanath Sahoo At- Orakala PS-Airfield BBSR Dist- Khurda.

By Biswanath Dash

BHUBANESWAR:   Airfield PS Case No- 147, Dt- 18.06.2023, U/S- 341/384/307/427/34 IPC.PO: Near Hi-Tech Plaza chowk, PS- Airfield, Bhubaneswar UPD.

Gist of the FIR:

ଏୟାରଫୀଲ୍ଡ ଥାନା ପୁଲିସ ଅଭିଯୋଗକାରୀ ଶେଖ ହମଜାଦଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତ ତା. ୧୭.୦୬.୨୦୨୩ ରିଖରେ ଅଭିଯୋଗକାରୀଙ୍କ ଡ୍ରାଇଭର ଓ ହେଲପେର ଗୋଟିଏ ପିକ୍ଅପ ଭ୍ୟାନରେ ପିପିଲିରୁ ଆଜାଦ ନଗର ଅଞ୍ଚଳକୁ କିଛି ସାମଗ୍ରୀ ପରିବହନ କରି ନେଉଥିଲେ ।

ହାଇଟେକ ଛକ ନିକଟରେ ଉକ୍ତ ଭ୍ୟାନଟି ଖରାପ ହୋଇଯିବାରୁ ତାଙ୍କ ଡ୍ରାଇଭର ଅଭିଯୋଗକାରୀଙ୍କୁ ଏନେଇ ଜଣାଇଥିଲେ । ଅଭିଯୋଗକାରୀ ମେକାନିକ ଆଣିବା ପାଇଁ ରସୁଲଗଡ ଆସିଥିବା ବେଳେ ତାଙ୍କର ପୁତୁରାଙ୍କୁ ଘଟଣାସ୍ଥଳରେ ଥିବା ଭ୍ୟାନ ନିକଟକୁ ପଠାଇ ଥିଲେ । ସେହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସହିତ କିଛି ଅଭିଯୁକ୍ତ ଭ୍ୟାନ ନିକଟକୁ ଆସିଥିଲେ ଏବଂ ଅଭିଯୋଗକାରୀଙ୍କ ଡ୍ରାଇଭର ଏବଂ ପୁତୁରାଙ୍କୁ ଦାଦାବଟି ସ୍ବରୂପ ଟଙ୍କା ଦାବି କରିଥିଲେ ।

ସେମାନେ ଟଙ୍କା ଦେବାକୁ ମନା କରିଦେବାରୁ ଅଭିଯୁକ୍ତମାନେ ହୁଲା କରିବା ସହ ଅଭିଯୋଗକାରୀଙ୍କ ପୁତୁରା ଏବଂ ଗାଡି ମାଲିକଙ୍କୁ ହତ୍ୟା କରିବା ଉଦେଶ୍ୟରେ ଆକ୍ରମଣ କରି ଉକ୍ତ ଭ୍ୟାନଟିକୁ ଭଙ୍ଗାରୁଜା କରିଦେଇଥିଲେ । ଅଭିଯୋଗକାରୀ ଏନେଇ ମାମଲା ରୁଜୁ କରିବା ପରେ ପୁଲିସ ତଦନ୍ତ କରି ପୂର୍ବରୁ ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସ୍ଥଳେ ଆଜି ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଚେଷ୍ଠା ଜାରି ରହିଛି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person: Jajati Prasad Badajena (33), S/o- Chittaranjan Badajena, At- Orakala PS-Airfield BBSR Dist-Khurda, Byomakesh Mallik @ Biki (25), S/o- Madhusudan Mallik At- Mundala PS- Airfield BBSR Dist- Khurda, Ratiprakash Sahoo(38) S/o- Udayanath Sahoo At- Orakala PS-Airfield BBSR Dist- Khurda.

LEAVE A REPLY

Please enter your comment!
Please enter your name here