୧ ସେପ୍ଟେମ୍ବର ରୁ ୭ ମଧ୍ୟରେ ରାଜ୍ୟରେ ୮୪.୬ ମିମି ବର୍ଷା ରେକର୍ଡ କରାଯାଇଛି

0
293
୧ ସେପ୍ଟେମ୍ବର ରୁ ୭ ମଧ୍ୟରେ ରାଜ୍ୟରେ ୮୪.୬ ମିମି ବର୍ଷା ରେକର୍ଡ କରାଯାଇଛି

By Our Correspondent

BHUBANESWAR: ୧ ସେପ୍ଟେମ୍ବର ରୁ ଆଜି ୭ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୮୪.୬ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା  ୭୦.୪ ମିମି ତୁଳନାରେ ୨୦% ଅଧିକ ରେକର୍ଡ କରାଯାଇଛି.

ଏହି ସମୟ ପରିଧି ମଧ୍ୟରେ କଟକ ଜିଲ୍ଲାରେ ସର୍ବାଧିକ ୧୬୧.୫ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୬୫.୪ ମିମି ତୁଳନାରେ ୧୪୭% ଅଧିକ ରହିଛି.

LEAVE A REPLY

Please enter your comment!
Please enter your name here