୧୮ ରୁ ୨୦ ତାରିଖ ମଧ୍ୟରେ ସକ୍ରିୟ ଗ୍ରୀଷ୍ମ ଲହରୀ ର ଶିଖର ଛୁଇଁବା ସହ କିଛି ଅଂଚଳରେ ୪୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା

0
124

By Our Correspondent

BHUBANESWAR:  ୧୮ ରୁ ୨୦ ତାରିଖ ମଧ୍ୟରେ ସକ୍ରିୟ ଗ୍ରୀଷ୍ମ ଲହରୀ ର ଶିଖର ଛୁଇଁବା ସହ କିଛି ଅଂଚଳରେ ୪୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି |

ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କିଛି-କିଛି ସ୍ଥାନରେ ଦିନ ତାପମାତ୍ରା ରେ ଆହୁରି ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି  |

ଗତକାଲି ସକାଳ 8ଟା 30 ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ 32.6°C ରେକର୍ଡ ହୋଇଥିବାବେଳେ ଆଜି 33.4°C ରେକର୍ଡ ହୋଇଛି . ସେହିପରି ଆଦ୍ରତା ଗତକାଲି ଏହି ସମୟରେ 65% ଥିବାବେଳେ ଆଜି 73% ରେକର୍ଡ ହୋଇଛି . ଅର୍ଥାତ ଅନୁଭୂତ ତାପମାତ୍ରା 40°C ଥିବାବେଳେ ଆଜି 46°C.

ଆଜି ଦିନ 11ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା

ବାଲେଶ୍ୱର:40°C, ଭୁବନେଶ୍ୱର:39.9°C, ଚାନ୍ଦବାଲି: 39.4°C, ଝାରସୁଗୁଡା: 38.8°C, ସମ୍ବଲପୁର: 38.3°C, ହୀରାକୁଦ:38.2°C, କେନ୍ଦୁଝର: 37.4°C, ରାଉରକେଲା: 37°C, ପାରାଦ୍ୱୀପ:34.7°C, ଗୋପାଳପୁର: 33.8°C, ପୁରୀ : 34.6°C.

ଆଜି ସକାଳ 8ଟା 30 ସୁଦ୍ଧା ରେକର୍ଡ ପ୍ରମୁଖ ତାପମାତ୍ରା

ଭବାନୀପାଟଣା:34.8°C, ତାଳଚେର:34.4°C, ବାଲେଶ୍ୱର:34°C, ବାରିପଦା:33.6°C, ଭୁବନେଶ୍ୱର: 33.4°C, ଚାନ୍ଦବାଲି:33.2°C, ଜଗତସିଂହପୁର:33.2°C, ହୀରାକୁଦ: 32.8°C, କେନ୍ଦୁଝର:32.4°C, ଝାରସୁଗୁଡା:32.4°C, ଟିଟିଲାଗଡ଼: 32°C, ବୌଦ୍ଧ: 32°C, ପୁରୀ:32°C.

 

LEAVE A REPLY

Please enter your comment!
Please enter your name here