ସୋମବାର ଶ୍ରାବଣ:ଶୁକ୍ଲ ପ୍ରତିପଦ ତିଥି, ଶ୍ରୀବିଗ୍ରହମାନଙ୍କ ‘ଖସାପଡ଼ା’ ନୀତି , ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

0
106

By Our Correspondent

PURI:   ଆସନ୍ତାକାଲି ତା୦୫.୦୮.୨୦୨୪ ରିଖ, ସୋମବାର ଶ୍ରାବଣ:ଶୁକ୍ଲ ପ୍ରତିପଦ ତିଥି, ଶ୍ରୀବିଗ୍ରହମାନଙ୍କ ‘ଖସାପଡ଼ା’ ନୀତି ଅନୁଷ୍ଠିତ ହେବ ।

ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

 

LEAVE A REPLY

Please enter your comment!
Please enter your name here