ସୋମବାର ଭାଦ୍ରବ:କୃଷ୍ଣ ଅଷ୍ଟମୀ ତିଥି, ଶ୍ରୀମନ୍ଦିରରେ ‘ଶ୍ରୀକୃଷ୍ଣ ଜନ୍ମ’ ନୀତି ଅନୁଷ୍ଠିତ ହେବ, ଆପାତତଃ ସନ୍ଧ୍ୟା ଘ.୭.୦୦ ଟିକା ରୁ ରାତ୍ର ଘ.୧୧.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

0
66

By Our Correspondent

BHUBANESWAR:    ଆଜି ତା୨୬.୦୮.୨୦୨୪ ରିଖ, ସୋମବାର ଭାଦ୍ରବ:କୃଷ୍ଣ ଅଷ୍ଟମୀ ତିଥି, ଶ୍ରୀମନ୍ଦିରରେ ‘ଶ୍ରୀକୃଷ୍ଣ ଜନ୍ମ’ ନୀତି ଅନୁଷ୍ଠିତ ହେବ ।

ଏଣୁ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ଭୋଗ ଛେକ ଆସିବା ପରେ ଆପାତତଃ ସନ୍ଧ୍ୟା ଘ.୭.୦୦ ଟିକା ରୁ ରାତ୍ର ଘ.୧୧.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

 

LEAVE A REPLY

Please enter your comment!
Please enter your name here