ସେବାକୁ ମୂଳ ମନ୍ତ୍ର ଭାବେ ଗ୍ରହଣ କରି ଲୋକଙ୍କ ଉନ୍ନତି ଓ କଲ୍ଯାଣ ପାଇଁ ନିଜକୁ ସମର୍ପିତ କରିବାକୁ ଦୀପାଳି ଦାସ ଙ୍କୁ ପରାମର୍ଶ ଦେଲି, says Naveen Patnaik

0
394

By Our Correspondent

BHUBANESWAR:  Chief Minister Naveen Patnaik said “ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା BJD ର ପ୍ରାର୍ଥୀ ଦୀପାଳି ଦାସଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲି। ସେବାକୁ ମୂଳ ମନ୍ତ୍ର ଭାବେ ଗ୍ରହଣ କରି ଲୋକଙ୍କ ଉନ୍ନତି ଓ କଲ୍ଯାଣ ପାଇଁ ନିଜକୁ ସମର୍ପିତ କରିବାକୁ ତାଙ୍କୁ ପରାମର୍ଶ ଦେଲି।,”.

‘ଝାରସୁଗୁଡ଼ା ଉପନିର୍ବାଚନରେ ଅକୁଣ୍ଠ ସମର୍ଥନ ଦେଇ BJD କୁ ଐତିହାସିକ ବିଜୟ ଦେଇଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି। ଏହି ବିଜୟ ହେଉଛି ଆପଣମାନଙ୍କ ଭଲପାଇବା ଓ କର୍ମୀ ଭାଇଭଉଣୀଙ୍କ ନିଷ୍ଠାପର ଉଦ୍ୟମର ବିଜୟ। ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଏହା ଆମ ସଙ୍କଳ୍ପକୁ ଆହୁରି ଦୃଢ କରୁଛି,” CM Patnaik said in a tweet.

 

LEAVE A REPLY

Please enter your comment!
Please enter your name here