ସାଧାରଣତନ୍ତ୍ର ଦିବସ ୨୦୨୫ ନିମନ୍ତେ ଭାରତ ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପୁରସ୍କାର ଘୋଷଣା, କାର୍ଯ୍ୟ କ୍ଷେତ୍ରରେ ସାହାସିକତା ପ୍ରଦର୍ଶନ ନିମନ୍ତେ ୬ ଜଣଙ୍କୁ ସାହାସିକତା ପୁରସ୍କାର, କାର୍ଯ୍ୟ କ୍ଷେତ୍ରରେ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ଏବଂ ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ

0
402

By Our Correspondent

BHUBANESWAR: ସାଧାରଣତନ୍ତ୍ର ଦିବସ ୨୦୨୫ ନିମନ୍ତେ ଭାରତ ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ  ଓଡ଼ିଶାର ୧୯ ଜଣ ପୋଲିସ ଅଧିକାରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। କାର୍ଯ୍ୟ କ୍ଷେତ୍ରରେ ସାହାସିକତା ପ୍ରଦର୍ଶନ ନିମନ୍ତେ  ୬ ଜଣଙ୍କୁ ସାହାସିକତା ପୁରସ୍କାର, କାର୍ଯ୍ୟ କ୍ଷେତ୍ରରେ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ଏବଂ  ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ  ମିଳିବ।

ଅଧିକାରୀଙ୍କ ତାଲିକା ନିମ୍ନରେ ଦିଆଗଲା :-

ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ

୧. ଶ୍ରୀ ସରୋଜ କୁମାର ସାମଲ, ଏସ.ପି

୨. ଶ୍ରୀ ସତ୍ୟବାଦୀ ମଲ୍ଲିକ, କନେଷ୍ଟବଳ

ସାହସିକତା ପୋଲିସ ସେବା ପଦକ

୧. ଶ୍ରୀ ଗିରୀଶ ଚନ୍ଦ୍ର ମାଝି, ସବଇନ୍ସପେକ୍ଟର

୨. ଶ୍ରୀ ପବିତ୍ର କୁମାର ସାହୁ, ହାବିଲଦାର

୩. ଶ୍ରୀ ଉମେଶ ମୁଣ୍ଡା, ହାବିଲଦାର

୪. ଶ୍ରୀ ପୀତାମ୍ବର ସତନାମୀ, କନେଷ୍ଟବଳ

୫. ଶ୍ରୀ କବି ଚନ୍ଦ୍ର ରାଉତ, କନେଷ୍ଟବଳ

୬. ଶ୍ରୀ ସୁଶାନ୍ତ କୁମାର ସାଗର, କନେଷ୍ଟବଳ

ଉଲ୍ଲେଖନୀୟ ପୋଲିସ ସେବା ପଦକ

୧. ଶ୍ରୀ ପରିତୋଷ ମଣ୍ଡଳ, କନେଷ୍ଟବଳ

୨. ଏସକେ ଅବଦୁଲ ଫୟାଜ, ସବଇନ୍ସପେକ୍ଟର

୩. ମହମ୍ମଦ ତୋଷିଫ ରବାନୀ, କନେଷ୍ଟବଳ

୪. ଶ୍ରୀ ଶରତ ଚନ୍ଦ୍ର ବେହେରା, ଏଏସଆଇ

୫. ଶ୍ରୀ ତ୍ରିଲୋଚନ ବୁଦ୍ଧିଆ, କନେଷ୍ଟବଳ

୬. ଶ୍ରୀ ତେଜ ବାହାଦୁର ଗୁରୁଙ୍ଗ, ଏଏସଆଇ

୭. ଶ୍ରୀ ଅତୁଲ କୁମାର ବିଶ୍ଵାଳ, ହାବିଲଦାର

୮.  ଜୟନ୍ତୀ ସୁନା, ହବିଲଦାର

୯. ଶ୍ରୀ ମନୋଜ କୁମାର ଜେନା, ହାବିଲଦାର

୧୦. ଶ୍ରୀ ନରେଶ କୁମାର ଚୌଧୁରୀ, କନେଷ୍ଟବଳ

୧୧. ଶ୍ରୀ ଦେବ ପ୍ରସାଦ ମହାନ୍ତି, ହାବିଲଦାର

 

LEAVE A REPLY

Please enter your comment!
Please enter your name here