ସଙ୍ଗଠନ ପର୍ବ -୨୦୨୪-ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା, ପ୍ରକାଶ ପାଇଲା ୧୩ ଜିଲ୍ଲା ସଭାପତିଙ୍କ ନାମ, ଜାନୁଆରୀ ୨୫ରେ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିଲା ୨୩ ଜିଲ୍ଲା ସଭାପତିଙ୍କ ନାମ

0
75

By Our Correspondent

BHUBANESWAR:  ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟିର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇଥିଲା । ଗତ ଜାନୁଆରୀ ୨୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତି ନାମ ତାଲିକା ପ୍ରକାଶ ପାଇଥିଲା ।

ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ମାନନୀୟ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦଙ୍କ ଅନୁମୋଦନକ୍ରମେ ୧୩ ଜିଲ୍ଲା ସଭାପତିଙ୍କ ନାମ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ସଭାପତିମାନେ ହେଲେ;

ଅନୁଗୁଳ – ଶ୍ରୀ ଯଯାତି କେଶରୀ ପଟ୍ଟନାୟକ;

ଭଦ୍ରକ – ଶ୍ରୀ ଭଗବାନ ପଣ୍ଡା;

ଭୁବନେଶ୍ୱର – ଶ୍ରୀ ନିରଞ୍ଜନ ମିଶ୍ର;

ଗଜପତି – ଶ୍ରୀ ନବକିଶୋର ଶବର;

ଯାଜପୁର – ଶ୍ରୀମତୀ ଦେବଯାନୀ ପ୍ରଧାନ;

ଝାରସୁଗୁଡା – ଶ୍ରୀ ରଘୁନନ୍ଦନ ପଣ୍ଡା;

କନ୍ଧମାଳ – ଶ୍ରୀ ପଣ୍ଡିତ କୁମାର ବିସ୍‌ମାଝୀ;

ଖୋର୍ଦ୍ଧା – ଶ୍ରୀ ବିଶ୍ୱରଂଜନ ବଡଜେନା;

କୋରାପୁଟ – ଶ୍ରୀ ଶିବ ମୁଦୁଲି;

ନୟାଗଡ – ଶ୍ରୀ ତାପସ ରଂଜନ ମାର୍ଥା;

ରାୟଗଡା – ଶ୍ରୀ ଗୋପି ଆନନ୍ଦ;

ସୁବର୍ଣ୍ଣପୁର – ଶ୍ରୀ ବେଣୁଧର ଦାଶ;

ରାଉରକେଲା – ଶ୍ରୀମତୀ ପୂର୍ଣ୍ଣିମା କେର୍କେଟା

 

 

LEAVE A REPLY

Please enter your comment!
Please enter your name here