ଶ୍ରୀମନ୍ଦିର ଦୁଇ ପୋଲିସ କର୍ମଚାରୀ କୁସ୍ତି ବିଜେତାଙ୍କୁ ସମ୍ମାନିତ କଲେ ମୁଖ୍ୟ ପ୍ରଶାସକ

0
88

By Our Correspondent

PURI:     ଆଜି ତା୧୧.୯.୨୦୨୪ ରିଖ,  ନେପାଳ କାଠମାଣ୍ଡୁ ସ୍ଥ ବୌଦ୍ଧ ଦିବ୍ୟନଗର ଠାରେ ୩୦ ଅଗଷ୍ଟ ଠାରୁ ୧ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଆୟୋଜିତ ସାଉଥ୍ ଏସିଆନ କମ୍ବାଟ ରେଶ୍ଳିଂ ଚାମ୍ପିଅନସିପ ରେ ଶ୍ରୀମନ୍ଦିର ପ୍ରଶାସନର ଦୁଇଜଣ ପୋଲିସ କର୍ମଚାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାଶ (୧୧୦ କେ.ଜି ଓଜନ) ଏବଂ ଶ୍ରୀଯୁକ୍ତ ହେମନ୍ତ ଭୋଇ (୭୫ କେଜି ଓଜନ) ଭାଗ ନେଇ ନିଜ ନିଜ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l

ବୁଧବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ କରି କୁସ୍ତି ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିବାରୁ ମୁଖ୍ୟ ପ୍ରଶାସକ ଡ଼.ଅରବିନ୍ଦ ପାଢୀ ବିଜେତାଙ୍କୁ ସମ୍ମାନିତ କରିବା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here