OdishaPuri ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୟଣାଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦନ ଦୃଷ୍ଟିରୁ ଅପ୍ରେଲ 10 ଏବଂ 11 ତାରିଖ ଦୁଇଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ଯ ବନ୍ଦ ରହିବ By Anurjay - April 9, 2025 0 48 Facebook Twitter Pinterest WhatsApp By Our Correspondent PURI: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୟଣାଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦନ ଦୃଷ୍ଟିରୁ ଅପ୍ରେଲ 10 ଏବଂ 11 ତାରିଖ ଦୁଇଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ଯ ବନ୍ଦ ରହିବ।