ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ବାହୁଡ଼ାଯାତ୍ରା ଓ ସୁନାବେଶ ଦିନ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ପୋଲିସ୍ ବିଭାଗ ପକ୍ଷରୁ ଟ୍ରାଫିକ ପରିଚାଳନା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି

0
86

By Our Correspondent

PURI/BHUBANESWAR:  ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ବାହୁଡ଼ାଯାତ୍ରା ଓ  ସୁନାବେଶ ଦିନ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ପୋଲିସ୍ ବିଭାଗ ପକ୍ଷରୁ ଟ୍ରାଫିକ ପରିଚାଳନା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ନିମ୍ନ କ୍ୟୁଆର୍ କୋଡ୍ ସ୍କାନ୍ କରି “ରିଅଲ୍ ଟାଇମ୍ ଟ୍ରାଫିକ୍ ଅପଡେଟ୍‌” ପ୍ରାପ୍ତ କରନ୍ତୁ। ହ୍ପାଟ୍‌ସ୍ ଆପ୍ ଚାଟ୍ ବୋଟ୍ ଜରିଆରେ ମଧ୍ଯ ଟ୍ରାଫିକ ବିବରଣୀ ପ୍ରାପ୍ତ କରି ସୁଗମ ଦର୍ଶନ କରନ୍ତୁ।  ହ୍ବାଟସ୍‌ଆପ୍: 99099 07675

 

LEAVE A REPLY

Please enter your comment!
Please enter your name here