By Our Correspondent
PURI: ଆସନ୍ତାକାଲି ତା୧୫.୮.୨୦୨୫ରିଖ, ଶୁକ୍ରବାର ଭାଦ୍ରବ କୃଷ୍ଣ ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ‘କୃଷ୍ଣଜନ୍ମ’ ନୀତି ଅନୁଷ୍ଠିତ ହେବ ।
ଏଣୁ ସନ୍ଧ୍ୟାଧୂପ ଭୋଗ ଛେକ ଆସିବା ପରେ ପରେ କୃଷ୍ଣ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଆପାତତଃ ସନ୍ଧ୍ୟା ଘ.୭.୦୦ ଟିକା ଠାରୁ ରାତ୍ର ଘ.୧୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।



























