ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଶୁଭେଚ୍ଛା

0
62

ଶାରଦୀୟ ଦୁର୍ଗାପୂଜା ଓଡ଼ିଶା ସଂସ୍କୃତି ଓ ପରମ୍ପରାର ଅନ୍ୟତମ ମହାନ ପର୍ବ । ମା’ ଦୁର୍ଗା ହେଉଛନ୍ତି ନାରୀ ଶକ୍ତିର ପ୍ରତୀକ ।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ଓଡ଼ିଶାବାସୀଙ୍କୁ ଅଷ୍ଟମୀ, ନବରାତ୍ର ଓ ବିଜୟା ଦଶମୀର ଶୁଭେଚ୍ଛା ଜଣାଇବା ସହ ମା’ ଦୁର୍ଗତୀ ନାଶିନୀ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣନ୍ତୁ ବୋଲି କାମନା କରିିଛନ୍ତି ।

LEAVE A REPLY

Please enter your comment!
Please enter your name here