ଶନିବାର ଭାଦ୍ରବ:କୃଷ୍ଣ ପଞ୍ଚମୀ ତିଥି ଶ୍ରୀବିଗ୍ରହମାନଙ୍କ ‘ରାହୁରେଖା ଲାଗି’ ନୀତି, ଅପରାହ୍ନ ଘ.୨.୦୦ ଟିକା ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

0
77

By Our Correspondent

PURI/BHUBANESWAR:     ଆସନ୍ତାକାଲି ତା୨୪.୮.୨୦୨୪ ରିଖ, ଶନିବାର ଭାଦ୍ରବ:କୃଷ୍ଣ ପଞ୍ଚମୀ ତିଥି ଶ୍ରୀବିଗ୍ରହମାନଙ୍କ ‘ରାହୁରେଖା ଲାଗି’ ନୀତି ଅନୁଷ୍ଠିତ ହେବ ।

ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୦୦ ଟିକା ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here