ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଅପ୍ରେଲ ୨୧ ତାରିଖରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

0
311

By Our Correspondent

BHUBANESWAR:  ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର। ସାଧାରଣ ଜନତାଙ୍କ ସମସ୍ୟାକୁ ଲୋକଙ୍କ ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରି  ସମାଧାନ ପାଇଁ ସର୍ବଦା ତତ୍ପର ଅଛନ୍ତି।

ନୂଆ ସରକାର ଆସିବା ପରଠାରୁ ଅନେକ ଅଭିଯୋଗର ଶୁଣାଣି ଏବଂ ତାହାର ସମାଧାନ ତ୍ୱରିତ ବେଗରେ କରାଯାଉଛି।

ଏହି କ୍ରମରେ ଅପ୍ରେଲ ୨୧ ତାରିଖରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହେବ

LEAVE A REPLY

Please enter your comment!
Please enter your name here