ରୁଚିକା ସମାଜ ମଙ୍ଗଳ ସଂଗଠନ ର କର୍ମକର୍ତ୍ତା, ଚାଇଲ୍ଡ ହେଲ୍ପ ଲାଇନ ର କର୍ମକର୍ତ୍ତା ଓ ଲକ୍ଷ୍ମିଷଗର ପୋଲିସ ମିଳିତ ଭାବେ 13 ବର୍ଷ ବୟସର ଏକ କନ୍ୟା ଶିଶୁ ଶ୍ରମିକ କୁ ଲକ୍ଷ୍ମୀ ସାଗର ଅଞ୍ଚଳରୁ ଉଦ୍ଧାର

0
118

By Our Correspondent

BHUBANESWAR:    ବର୍ତମାନ ରୁଚିକା ସମାଜ ମଙ୍ଗଳ ସଂଗଠନ ର କର୍ମକର୍ତ୍ତା, ଚାଇଲ୍ଡ ହେଲ୍ପ ଲାଇନ ର କର୍ମକର୍ତ୍ତା ଓ ଲକ୍ଷ୍ମିଷଗର ପୋଲିସ ମିଳିତ ଭାବେ 13 ବର୍ଷ ବୟସର ଏକ କନ୍ୟା ଶିଶୁ ଶ୍ରମିକ କୁ ଲକ୍ଷ୍ମୀ ସାଗର ଅଞ୍ଚଳରୁ ଉଦ୍ଧାର କରିଛନ୍ତି।

ଶିଶୁଟି ଉଦ୍ଧାର ହେବ ପରେ ଲକ୍ଷ୍ମୀ ସାଗର ଥାନାକୁ ଯାଇଛି। ଘଟଣାରୁ ଜଣାପଡିଛି ଭୁବନେଶ୍ୱର କଳ୍ପନା ପାଣି ତଙ୍କୀ ଅଞ୍ଚଳର ଏହିପିଲାଟିକୁ ତାର ମାଆ ଲକ୍ଷ୍ମୀ ସାଗର ଅଞ୍ଚଳର ଶଶିକାନ୍ତ ଜେନା ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ଆଗୁଆ ଟଙ୍କା ନେଇ ତାଙ୍କ ଘରେ କାମ କରିବାକୁ ଛାଡ଼ି ଦେଇଛି।

ପିଲାଟି ତିନି ମାସ ହେବ ତାଙ୍କ ଘରେ ଜଣେ ବନ୍ଧୁଆ ଶ୍ରମିକ ଭାବେ  କାମ କରି ମା ନେଇଥିବା ଟଙ୍କା ସୂଜୁଛି।

 

LEAVE A REPLY

Please enter your comment!
Please enter your name here