ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର  ରେ ଏକ ନିର୍ମାଣାଧୀନ culvert ଭାଙ୍ଗି ଚାରି  ଜଣ  ଶିଶୁଙ୍କ  ସମେତ 5 ଜଣଙ୍କ ମୃତ୍ୟୁ , ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା  ମୂଳକ ସହାୟତା ଘୋଷଣା 

0
369
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେ ଏକ ନିର୍ମାଣାଧୀନ culvert ଭାଙ୍ଗି ଚାରି ଜଣ ଶିଶୁଙ୍କ ସମେତ 5 ଜଣଙ୍କ ମୃତ୍ୟୁ , ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା

By Our Correspondent

BHUBANESWAR:  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର  ରେ ଏକ ନିର୍ମାଣାଧୀନ culvert ଭାଙ୍ଗି ଚାରି  ଜଣ  ଶିଶୁଙ୍କ  ସମେତ 5 ଜଣଙ୍କ ମୃତ୍ୟୁ ଘଟଣା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ  ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ ପାଣ୍ଠି ରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା  ମୂଳକ ସହାୟତା ଘୋଷଣା  କରିଛନ୍ତି ଏବଂ ଶୋକ ସନ୍ତପ୍ତ  ପରିବାର ବର୍ଗଙ୍କୁ  ଗଭୀର ସମବେଦନା ଜଣାଇଛନ୍ତି।

ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ  କଡ଼ା  କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ଯ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here