OdishaPuri ରାତ୍ର 11 ଟା ପରେ ସୁନାବେଶ ଦର୍ଶନ ବନ୍ଦ ରହିବ By Anurjay - July 17, 2024 0 258 Facebook Twitter Pinterest WhatsApp By Our Correspondent PURI: ଶ୍ରୀବିଗ୍ରହଙ୍କ ସୁନାବେଶରେ ଦର୍ଶନ ଚାଲିଅଛି । ଭକ୍ତବୃନ୍ଦ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ଦିବ୍ୟ ଦର୍ଶନ ଲାଭ କରୁଛନ୍ତି। ଧାର୍ଯ୍ୟ ନୀତିକାନ୍ତି ଅନୁସାରେ ରାତ୍ର 10 ଟାରୁ ରାତ୍ର 11 ଟା ମଧ୍ଯରେ ବେଶ ମଇଲମ ହେବ । ତେଣୁ ରାତ୍ର 11 ଟା ପରେ ସୁନାବେଶ ଦର୍ଶନ ବନ୍ଦ ରହିବ.