ରାଜ୍ୟ ଉପରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ୱର ୩୬.୬ ଡ଼ିଗ୍ରୀ ତାପମାତ୍ରା, ୫୭% ଆଦ୍ରତା ରେକର୍ଡ

0
409

By Our Correspondent

BHUBANESWAR:  ପୂର୍ବ-ପଶ୍ଚିମ ନିମ୍ନ-ଚାପ ରେଖା ପଞ୍ଜାବ ରୁ ମଣିପୁର ଯାଏଁ ଲମ୍ବିଥିବା ବେଳେ, ଏହାର ଅବସ୍ଥାନ ପୂର୍ବ ଭାଗରେ ହିମାଳୟ ପାଦଦେଶ ନିକଟରେ ରହିଛି  | ଏହି ନିମ୍ନ ଚାପ ରେଖା ଓଡିଶା ଠାରୁ ଯଥେଷ୍ଟ ଉତ୍ତର ରେ ଥିବାରୁ, ତେଣୁ ରାଜ୍ୟରେ ଗତ ୩ ଦିନ ଧରି ମୌସୁମୀ ବର୍ଷା କମିବା ସହ ବର୍ତମାନ ରାଜ୍ୟ ଉପରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି |

ଦୁର୍ବଳ ମୌସୁମୀ ପ୍ରବାହ ହେତୁ  ରାଜ୍ୟରେ ବର୍ଷାର ମାତ୍ରା କମିଥିବା ବେଳେ ତାପମାତ୍ରା ସାମାନ୍ୟ ବଢିଛି, ଉଚ୍ଚ ଆଦ୍ରତା ର ଉପସ୍ତିତି   ଗୁଳୁଗୁଳି କୁ ପ୍ରଶମିତ କରୁଛି . ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆଦ୍ରତା ଦିନ ୧୧ ଟା ୩୦ ସୁଦ୍ଧା  ୭୦ ପ୍ରତିଶତରୁ  ଅଧିକ ରହୁଥିବାରୁ ଗୁଳୁଗୁଳି  ଅନୁଭୂତ ହେଉଛି.

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଭୁବନେଶ୍ୱର: ୩୬.୬ ଡ଼ିଗ୍ରୀ, ଚାନ୍ଦବାଲି: ୩୬ ଡ଼ିଗ୍ରୀ , ସମ୍ବଲପୁର: ୩୫ ଡ଼ିଗ୍ରୀ, ହୀରାକୁଦ: ୩୪.୪ ଡ଼ିଗ୍ରୀ, ଝାରସୁଗୁଡା: ୩୪.୪ ଡ଼ିଗ୍ରୀ, ପୁରୀ: ୩୩.୬ ଡ଼ିଗ୍ରୀ, ପାରାଦ୍ୱୀପ: ୩୨.୮ ଡ଼ିଗ୍ରୀ, ଗୋପାଳପୁର: ୩୨.୮  ଡ଼ିଗ୍ରୀ, ବାଲେଶ୍ୱର: ୩୨.୬ ଡ଼ିଗ୍ରୀ , କେନ୍ଦୁଝର: ୩୧.୪ ଡ଼ିଗ୍ରୀ.

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା

ପାରାଦ୍ୱୀପ: ୮୧%, ପୁରୀ: ୭୮%, ବାଲେଶ୍ୱର: ୭୫%, ଗୋପାଳପୁର: ୭୫%, ଚାନ୍ଦବାଲି: ୭୨%, କେନ୍ଦୁଝର: ୬୭%, ସମ୍ବଲପୁର: ୫୮%, ହୀରାକୁଦ: ୫୭%, ଝାରସୁଗୁଡା:୫୭%, ଭୁବନେଶ୍ୱର: ୫୭%.

LEAVE A REPLY

Please enter your comment!
Please enter your name here