ରାଜ୍ଯ ସରକାରଂକ ଦ୍ବାରା ଅନୁମୋଦିତ ରତ୍ନଭଣ୍ଡାର ସମ୍ପର୍କିତ ମାର୍ଗଦର୍ଶିକା (ଏସ.ଓ.ପି) ଅନୁସାରେ, ଭଣ୍ଡାର ଖୋଲାଯିବ- ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ସୂଚନା ଦେଇଛନ୍ତି

0
87

By Our Correspondent

PURI/BHUBANESWAR:  ରାଜ୍ଯ ସରକାରଂକ ଦ୍ବାରା ଅନୁମୋଦିତ ରତ୍ନଭଣ୍ଡାର ସମ୍ପର୍କିତ ମାର୍ଗଦର୍ଶିକା (ଏସ.ଓ.ପି) ଅନୁସାରେ, ଭଣ୍ଡାର ଖୋଲାଯିବ।  ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ସୂଚନା ଦେଇଛନ୍ତି ଯେ, ଆଜି ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରିତ ହେବ ।

ଏଥିନେଇ ସମସ୍ତ  ପ୍ରସ୍ତୁତି ହୋଇଛି। ବାହାର ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତ କମିଟିରେ ଥିବା 11 ଜଣିଆ ସଦସ୍ଯ ହେଲେ— ମୁଖ୍ଯ ପ୍ରଶାସକ,  ଜିଲ୍ଲାପାଳ, ଏସ.ଏ ଏଏସଆଇ, ରତ୍ନଭଣ୍ଡାର ସବ କମିଟିର ଜଣେ ସଦସ୍ଯ, ଉଚ୍ଚସ୍ତରୀୟ କମିଟିର 2 ସଦସ୍ଯ,  ଗଜପତି ମହାରାଜାଙ୍କ ଜଣେ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ାଉ କରଣ, ଦେଉଳକରଣ ରହିଛନ୍ତି।

LEAVE A REPLY

Please enter your comment!
Please enter your name here