ରବିବାର ଶ୍ରାବଣ:କୃଷ୍ଣ ଅମାବାସ୍ୟା ତିଥି , ଶ୍ରୀବିଗ୍ରହମାନଙ୍କ ‘ଚିତାଲାଗି’ ନୀତି, ଅପରାହ୍ନ ଘ.୨.୦୦ ଟିକା ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

0
149

By Our Correspondent

BHUBANESWAR:  ଆସନ୍ତାକାଲି ତା୦୪.୮.୨୦୨୪ ରିଖ, ରବିବାର ଶ୍ରାବଣ:କୃଷ୍ଣ ଅମାବାସ୍ୟା ତିଥି , ଶ୍ରୀବିଗ୍ରହମାନଙ୍କ ‘ଚିତାଲାଗି’ ନୀତି ଅନୁଷ୍ଠିତ ହେବ ।

ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୦୦ ଟିକା ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here