ରବିବାର ଭାଦ୍ରବ:ଶୁକ୍ଲ ଦ୍ୱାଦଶୀ ତିଥି ଶ୍ରୀମନ୍ଦିରରେ ‘ବାବନ ଜନ୍ମ’ ନୀତି ଅନୁଷ୍ଠିତ ହେବ, ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୮.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

0
88

By Our Correspondent

PURI/BHUBANESWAR:     ଆସନ୍ତାକାଲି ତା୧୫.୯.୨୦୨୪ ରିଖ, ରବିବାର ଭାଦ୍ରବ:ଶୁକ୍ଲ ଦ୍ୱାଦଶୀ ତିଥି ଶ୍ରୀମନ୍ଦିରରେ  ‘ବାବନ ଜନ୍ମ’ ନୀତି ଅନୁଷ୍ଠିତ ହେବ ।

ଏଣୁ ମଧ୍ୟାହ୍ନଧୂପ ଚ୍ଛେକ ଆସିବା ପରେ ପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୮.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here