ରଥାରୂଢ଼ ଶ୍ରୀବିଗ୍ରହ ମାନଙ୍କର ସୁନା ବେଶ ବା ବଡତଢାଉ ବେଶ: ଆପାତତଃ ସନ୍ଧ୍ୟା ଘ.୫.୦୦ ଟିକା ବେଳେ ଏହି ବେଶ ଦର୍ଶନ ଆରମ୍ଭ ହେବ , ରାତ୍ର ପ୍ରାୟ ଘ.୧୧.୦୦ ଟିକା ପର୍ଯ୍ୟନ୍ତ ଶ୍ରୀଜୀଉମାନେ ଏହି ବେଶରେ ଦର୍ଶନ ଦେବେ

0
80

By Our Correspondent

PURI/BHUBANESWAR:    ଆସନ୍ତାକାଲି ରଥାରୂଢ଼ ଶ୍ରୀବିଗ୍ରହ ମାନଙ୍କର ସୁନା ବେଶ ବା ବଡତଢାଉ ବେଶ ଅନୁଷ୍ଠିତ ହେବ । ଧାର୍ଯ୍ୟ ନୀତି କାନ୍ତି ସମୟ ଅନୁସାରେ ଆପାତତଃ ସନ୍ଧ୍ୟା ଘ.୫.୦୦ ଟିକା ବେଳେ ଏହି ବେଶ ଦର୍ଶନ ଆରମ୍ଭ ହେବ । ରାତ୍ର ପ୍ରାୟ ଘ.୧୧.୦୦ ଟିକା ପର୍ଯ୍ୟନ୍ତ ଶ୍ରୀଜୀଉମାନେ ଏହି ବେଶରେ ଦର୍ଶନ ଦେବେ।

ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କ ଭକ୍ତ ବୃନ୍ଦ ଶ୍ରୀବିଗ୍ରହଙ୍କୁ ସୁନା ବେଶରେ ଦର୍ଶନ କରି କୃପା ଲାଭ କରିପାରିବେ।

 

LEAVE A REPLY

Please enter your comment!
Please enter your name here