ରଥଯାତ୍ରା ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କ ସୁବିଧା ନିମନ୍ତେ ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ଜନଗହଳି ସ୍ଥାନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ର ଖୋଲାଯାଇଛି

0
85

By Our Correspondent

PURI/BHUBANESWAR:  ରଥଯାତ୍ରା ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କ ସୁବିଧା ନିମନ୍ତେ ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ଜନଗହଳି ସ୍ଥାନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ର ଖୋଲାଯାଇଛି।

ଆବଶ୍ୟକ ସ୍ଥଳେ ଶ୍ରଦ୍ଧାଳୁମାନେ ଏହିସବୁ ସୂଚନାକେନ୍ଦ୍ରର ସହାୟତା ନେଇପାରିବେ। ସୂଚନାକେନ୍ଦ୍ର ଗୁଡିକର ତାଲିକା ନିମ୍ନରେ ପ୍ରଦାନ କରାଗଲା.

LEAVE A REPLY

Please enter your comment!
Please enter your name here