ଯାଜପୁର ଜିଲ୍ଲା ମେଡିକାଲ କଲେଜରେ ୫୦ଟି ଏମବିବିଏସ୍ ସିଟ୍ ଅନୁମୋଦନ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

0
66

By Our Correspondent

BHUBANESWAR: ​ ଯାଜପୁର ଜିଲ୍ଲା ମେଡିକାଲ କଲେଜରେ ୫୦ଟି ଏମବିବିଏସ୍ ସିଟ୍ ଅନୁମୋଦନ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଦିଲ୍ଲୀଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇଥିଲେ।

ଆଗାମୀ ଦିନରେ ଆଉ ୫୦ଟି ସିଟ୍ ଅନୁମୋଦନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here