ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାରଙ୍କର ସମସ୍ତ ବିଭାଗ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଆସନ୍ତା ୧ ଜୁଲାଇରୁ ଲୋକଙ୍କ ଅଭିଯୋଗ ଶୁଣିବେ

0
88
Odisha Chief Minister Mohan Majhi -file

By Our Correspondent

BHUBANESWAR:   ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାରଙ୍କର ସମସ୍ତ ବିଭାଗ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଆସନ୍ତା ୧ ଜୁଲାଇରୁ ଲୋକଙ୍କ ଅଭିଯୋଗ ଶୁଣିବେ ଓ ତାହାର ସମାଧାନ କରିବେ।

ଏଥିରେ ସାମିଲ ହେବା ପାଇଁ ଜନ ଶୁଣାଣି ପୋର୍ଟାଲରେ ନିଜର ଅଭିଯୋଗ ଆଗୁଆ ପଞ୍ଜିକରଣ କରିବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here