ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରେ ଦୀର୍ଘ ୪୬ ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲାଗଲା, ଚାବିରେ ଖୋଲିଲାନି, ଭଙ୍ଗାଗଲା ରତ୍ନଭଣ୍ଡାର ତାଲା

0
118

By Our Correspondent

PURI/BHUBANESWAR:  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରେ ଦୀର୍ଘ ୪୬ ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲାଗଲା.ଚାବିରେ ଖୋଲିଲାନି, ଭଙ୍ଗାଗଲା ରତ୍ନଭଣ୍ଡାର ତାଲା.ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ କିରୀଟି, ହାତ ପାଦ ବାହାର କରି ଚାଙ୍ଗଡ଼ା ଘରେ ରଖା ହେଉଛି.ଶେଷ ଥର ପାଇଁ ୧୯୭୮ ମସିହାରେ ଖୋଲିଥିଲା ଭିତର ରତ୍ନଭଣ୍ଡାର ।’

ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ରତ୍ନ ଭଣ୍ଡାର ଯାଞ୍ଚ କମିଟି ପକ୍ଷରୁ ରତ୍ନ ଭଣ୍ଡାରର ଅନୁଧ୍ୟାନ ଚାଲିଛି.

‘ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାରେ ଦୀର୍ଘ ୪୬ ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲାଗଲା । ଏ ମହାନ୍ କାର୍ଯ୍ୟ ସଫଳ ହେଉ, ଏତିକି ମୋର କାମନା ।ଜୟ ଜଗନ୍ନାଥ, CM Mohan Charan Majhi said.

ରତ୍ନଭଣ୍ଡାର ନିକଟରେ ଏସପି ଅଚେତ ହୋଇପଡିବା ଘଟଣା । ପ୍ରତିକ୍ରିୟା ରଖିଲେ ଏସପି । କହିଲେ. ମୁଁ ସୁସ୍ଥ ଅଛି, ଆପଣଙ୍କ ସାମ୍ନାରେ ଅଛି.

LEAVE A REPLY

Please enter your comment!
Please enter your name here