ମହାପ୍ରଭୁଙ୍କ ନୂଆ ସେନାପଟା ପ୍ରସ୍ତୁତି ପାଇଁ ବଉଳ କାଠର ଆବଶ୍ୟକତା ଅଛି, ଆବଶ୍ୟକ ବଉଳ ଗଛର ଲମ୍ବ ଅନ୍ୟୁନ ମୂଳ ଠାରୁ 10 ଫୁଟ୍ ( ଶାଖା ବିହୀନ) ଏବଂ ଗୋଲେଇ ଅତିକମରେ 4 ଫୁଟ୍ ହୋଇଥିବ, ମହାପ୍ରଭୁଙ୍କ ସେବାରେ ଦାନ କିମ୍ବା ମୂଲ୍ୟ ବିନିମୟରେ ଦେବାକୁ ଇଚ୍ଛୁକ ଜଗନ୍ନାଥ ପ୍ରେମୀ ବ୍ଯକ୍ତି, ଶ୍ରୀମନ୍ଦିର ପ୍ରଶାସନ, ପୁରୀଙ୍କୁ 7 ଦିନ ମଧ୍ୟରେ ଲିଖିତ ଭାବେ ଅନୁରୋଧ କରିପାରିବେ

0
313

By Our Correspondent

PURI/BHUBANESWAR:    ମହାପ୍ରଭୁଙ୍କ ନୂଆ ସେନାପଟା ପ୍ରସ୍ତୁତି ପାଇଁ ବଉଳ କାଠର ଆବଶ୍ୟକତା ଅଛି l ଆବଶ୍ୟକ ବଉଳ ଗଛର ଲମ୍ବ ଅନ୍ୟୁନ ମୂଳ ଠାରୁ 10 ଫୁଟ୍ ( ଶାଖା ବିହୀନ) ଏବଂ ଗୋଲେଇ ଅତିକମରେ 4 ଫୁଟ୍ ହୋଇଥିବ l

ନିଜ ଜମିରେ ଏଭଳି ଗଛ ଥିବା ଏବଂ ମହାପ୍ରଭୁଙ୍କ ସେବାରେ ଦାନ କିମ୍ବା ମୂଲ୍ୟ ବିନିମୟରେ ଦେବାକୁ ଇଚ୍ଛୁକ ଜଗନ୍ନାଥ ପ୍ରେମୀ ବ୍ଯକ୍ତି, ଶ୍ରୀମନ୍ଦିର ପ୍ରଶାସନ, ପୁରୀଙ୍କୁ 7 ଦିନ ମଧ୍ୟରେ ଲିଖିତ ଭାବେ ଅନୁରୋଧ କରିପାରିବେ l

LEAVE A REPLY

Please enter your comment!
Please enter your name here