ମତଦାନ କେନ୍ଦ୍ରକୁ ମୋବାଇଲ୍ ନେବା ସମ୍ବନ୍ଧିତ ସୂଚନା: ମତଦାତାମାନେ ବୁଥ୍ ନିକଟରେ ଥିବା ମତଦାତା ସହାୟତା କେନ୍ଦ୍ରରେ ମୋବାଇଲ୍ ରଖିପାରିବେ

0
122

By Our Correspondent

BHUBANESWAR:  ମତଦାତାମାନେ ବୁଥ୍ ନିକଟରେ ଥିବା ମତଦାତା ସହାୟତା କେନ୍ଦ୍ରରେ ମୋବାଇଲ୍ ରଖିପାରିବେ। ଏହି ସହାୟତା କେନ୍ଦ୍ରରେ ବିଏଲ୍‌ଓମାନେ ଆପଣଙ୍କୁ ସହାୟତା କରିବେ। ବୁଥ୍ ଭିତରକୁ ମୋବାଇଲ୍ ଫୋନ୍‌ ନେବା ବାରଣ କରାଯାଇଛି।

ଆପଣଙ୍କ ଭୋଟ୍ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଅଟେ, ଭୋଟ୍ ନିଶ୍ଚୟ ଦିଅନ୍ତୁ।

“Since mobile phones are not allowed inside the booth and some people are carrying mobile phones, they can deposit the same at the voter assistance booths set up outside the booth (managed by the BLOs) and subsequently collect after voting. All Sector Officers have been informed accordingly.”  Chief Electoral Officer, Odisha

LEAVE A REPLY

Please enter your comment!
Please enter your name here