ମଙ୍ଗଳବାର ଦିବା ଘ.୧୧.୦୦ ମି. ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ନୀଳାଦ୍ରି ଭକ୍ତ ନିବାସ ସଭା ଗୃହ ଠାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ

0
79

By Our Correspondent

PURI/BHUBANESWAR:   ଆସନ୍ତାକାଲି ତା୨୫.୦୬.୨୦୨୪ ରିଖ, ମଙ୍ଗଳବାର ଦିବା ଘ.୧୧.୦୦ ମି. ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ନୀଳାଦ୍ରି ଭକ୍ତ ନିବାସ ସଭା ଗୃହ ଠାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ।

୨୦୨୪ ରଥଯାତ୍ରା ଓ ବାହୁଡା଼ ଯାତ୍ରାର ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥବଳୀ ଅନୁମୋଦନ।

 

LEAVE A REPLY

Please enter your comment!
Please enter your name here