ଭୁବନେଶ୍ୱର ରେ Shree Hospital ଚିକିଶ୍ଚିତ ହେଉଥିବା ବଡୁସୁଆର ସେବାୟତଶ୍ରୀକାଶୀନାଥ ସାମନ୍ତରାଙ୍କୁ ଭେଟିଲେ ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଂଜନ କୁମାର ଦାସ

0
729

By Our Correspondent
BHUBANESWAR: ଶନିବାର Shree Hospital, ଭୁବନେଶ୍ୱର ରେ ବଡୁସୁଆର ସେବାୟତ ଶ୍ରୀକାଶୀନାଥ ସାମନ୍ତରା ଚିକିଶ୍ଚିତ ହେଉଥିବା ଖବର ପାଇ ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଂଜନ କୁମାର ଦାସ ଅପରାହ୍ନରେ ଶ୍ରୀଚିକିତ୍ସାଳୟ ରେ ପହଂଚି ଶ୍ରୀ ସାମନ୍ତରାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଆଶୁ ଆରୋଗ୍ୟ ଲାଭ ନିମନ୍ତେ ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହ ଶ୍ରୀସାମନ୍ତରାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିଥିଲେ।

LEAVE A REPLY

Please enter your comment!
Please enter your name here