ଭୁବନେଶ୍ୱର ମହାନଗର ନିଗମ ହିଂସାକାଣ୍ଡରେ ସଂପୃକ୍ତ ଅଭିଯୋଗ ଆଧାରରେ ୫ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି

0
218

By Our Correspondent

BHUBANESWAR:ଗତ କାଲି ଜୁନ ୩୦ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ନିମ୍ନଲିଖିତ ୫ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନିଲମ୍ବନ କରିଛନ୍ତି ।

୧. କର୍ପୋରେଟର ଅପରୂପ ନାରାୟଣ ରାଉତ
୨. ରଶ୍ମି ରଞ୍ଜନ ମହାପାତ୍ର
୩. ଦେବାଶିଷ ପ୍ରଧାନ
୪. ସଚିକାନ୍ତ ସ୍ୱାଇଁ
୫. ସଂଜୀବ ମିଶ୍ର

LEAVE A REPLY

Please enter your comment!
Please enter your name here