ଭୁବନେଶ୍ବର ଇନ୍ଫୋସିଟି ଥାନାରେ ଅଚ୍ୟୁତ ସାମନ୍ତଙ୍କ ନାଁରେ ମାମଲା. BNS ଧାରା ୩୨୯(୩), ୩୨୪ (୪), ୩୦୩(୨) -BNS ଧାରା ୩୫୧(୨) ଏବଂ ୩(୫)ରେ ମାମଲା ରୁଜୁ

0
293

By Our Correspondent

BHUBANESWAR: ଭୁବନେଶ୍ବର ଇନ୍‌ଫୋସିଟି ଥାନାରେ ଅଚ୍ୟୁତ ସାମନ୍ତଙ୍କ ନାଁରେ ମାମଲା. BNS ଧାରା ୩୨୯(୩), ୩୨୪ (୪), ୩୦୩(୨) -BNS ଧାରା ୩୫୧(୨) ଏବଂ ୩(୫)ରେ ମାମଲା ରୁଜୁ

ଅଚ୍ୟୁତ ଏବଂ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ. ଟଙ୍କପାଣି ରୋଡ୍‌ର ବଂଶୀଧର ବେହେରାଙ୍କ ଏତଲା ଆଧାରରେ ମାମଲା

କିସ୍‌ ପାଖରେ ଥିବା ତାଙ୍କର ଶହେ ଡିସିମିଲ୍‌ ଜମିକୁ ଜବର ଦଖଲ ଅଭିଯୋଗ. ଜମିର ପାଚେରୀ ଭାଙ୍ଗିବା ଓ ଭିତର ଗଛ ନଷ୍ଟ କରାଯିବା ଅଭିଯୋଗ.

LEAVE A REPLY

Please enter your comment!
Please enter your name here