ଭୁବନେଶ୍ବରରେ ମୁକୁଳା ଡ୍ରେନ୍ରେ ପଡ଼ି ବାଳକର ମୃତ୍ୟୁ ଘଟଣା ସମ୍ପର୍କରେ ଜାଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଓ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି

0
77

By Our Correspondent

BHUBANESWAR: ଭୁବନେଶ୍ବରରେ ମୁକୁଳା ଡ୍ରେନ୍‌ରେ ପଡ଼ି ବାଳକର ମୃତ୍ୟୁ ଘଟଣା ସମ୍ପର୍କରେ ଜାଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଓ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏହାସହ ସବୁ ମୁକୁଳା ଡ୍ରେନ ଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଡ୍ରେନରେ ଭାସିଯାଇଥିବା ନାବାଳକ ମୃତ. ଲଗାଣ ବର୍ଷା ପରେ ଡ୍ରେନ୍‌ରେ ଭାସିଯାଇଥିଲା ନାବାଳକ.ୟୁନିଟ୍-3 ମସଜିଦ କଲୋନୀରେ ଭାସିଯାଇଥିଲା ୮ ବର୍ଷର ନାବାଳକ ଏସ୍‌. କେ. ରାଜେଶ ଭାସି ଯାଇଥିଲା. ଲକ୍ଷ୍ମୀସାଗର ନିକଟ ନାଳରୁ ଉଦ୍ଧାର କରାଯାଇଥିଲା, ମେଡିକାଲ୍‌ରେ ମୃତ ଘୋଷଣା କଲେ ଡାକ୍ତର

LEAVE A REPLY

Please enter your comment!
Please enter your name here